ମା’ଲଙ୍ଗବାଉତି ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ପୁନର୍ଗଠନନିମନ୍ତେ ଜିଲ୍ଲାପାଳଙ୍କୁ ଅଭିଯୋଗ..
ଢେଙ୍କାନାଳ ଜିଲ୍ଲା ଓଡାପଡା ଶିବପୁର ଗ୍ରାମର ମା’ଲଙ୍ଗବାଉତି ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ପୁନର୍ଗଠନନିମନ୍ତେ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଛନ୍ତି । ପ୍ରକାଶଥାଉକି, ଉକ୍ତ ବିଦ୍ୟାଳୟଟି ୧୯୯୭ ମସିହାରେ ଗ୍ରାମବାସୀଙ୍କସହଯୋଗରେ ନିର୍ମାଣ ହୋଇଥିଲା । କିନ୍ତୁ ଜାଗା ନଥିବାରୁ ସରକାରଙ୍କ ପାଖରୁ ଜି.ଆଇ. ପାଇପାରି ନଥିଲା | ୨୦୨୨ମସିହାରେ ବାକିଥିବା ୨ ଏକର ୧୦ ଡେସିମିଲି ଜାଗା ପଟ୍ଟା କରାଗଲା । ଗତ ୧୪.୦୧.୨୦୨୪ରେ ଆମ୍ଭେ ଜି.ଆଇପାଇ ପାରିଲୁ । କିନ୍ତୁ ଦୁଃଖର ବିଷୟ ପ୍ରଧାନଶିକ୍ଷକଙ୍କ ଜାଲିଆତିରେ […]
Continue Reading